Gopala Bhanda - Odia Stories
เกี่ยวกับ Gopala Bhanda - Odia Stories
เรื่อง Gopala Bhanda ใน Odia
app นี้เป็นคอลเลกชันที่มีชื่อเสียงเรื่อง Gopala Bhanda ใน Odia
มันบอกว่าเกี่ยวกับเรื่องตลกและเรื่องราวเกี่ยวกับ Gopala Bhanda เรื่องราวส่วนใหญ่จะมีเกี่ยวกับงานฝีมือรัฐและเป็นที่นิยมไปทั่วอินเดีย
เกี่ยว Gopala Bhanda-
ବଙ୍ଗଳାରକୃଷ୍ଣନଗରରେରାଜତ୍ୱକରୁଥାନ୍ତିମହାରାଜାକୃଷ୍ଣଚନ୍ଦ୍ରରାୟ ଗୋପାଳଙ୍କରପୂର୍ବପୁରୁଷସେହିକୃଷ୍ଣନଗରରଘୂର୍ଣ୍ଣିନାମକଗ୍ରାମରେବାସକରୁଥାଆନ୍ତି ସେମାନେଓଡିଶାରୁଯାଇବ୍ୟବସାୟକରୁକରୁରହିଯାଇଥାଆନ୍ତି କ୍ରମେକ୍ରମେସେମାନଙ୍କରଭାଷାମଧ୍ୟବଙ୍ଗଳାହୋଇଗଲା କିନ୍ତୁସେମାନେବୃତ୍ତିରେଥିଲେନାପିତ
ଓଡିଆଏମିତିଏକଜାତିଯେଉଁରାଜ୍ୟକୁଯିବସେହିରାଜ୍ୟରଭାଷାଓସଂସ୍କୃତିକୁନିଜରକରିନେବ ନିଜକଥାଭୁଲିଯିବାଗୋପାଳଓବଙ୍ଗଳାଭାଷାଓସଂସ୍କୃତିସହିତମିଶିଗଲେସୁଦ୍ଧା, ସେଠାକାରଲୋକେ, ଗୋପାଳକୁଗୋପାଳଉଡେବୋଲିଡାକିଲେ ଓଡିଶାରୁଯାଇଥିବାଯୋଗୁଁ ‘ଉଡେ’ ବୋଲିଲୋକମାନେଡାକୁଥିଲେ
ଗୋପାଳପିଲାଦିନରୁମଜାମଜାକଥାକହିଲୋକମାନଙ୍କୁହସାଇପାରୁଥିବାଯୋଗୁଁଗୋପାଳକୁଗୋପାଳଭାଣ୍ଡବୋଲିଥୋକାଏକହିଲେ
ଗୋପାଳଙ୍କୁଯେତେବେଳେନଅବର୍ଷବୟସ, ତାଙ୍କରପିତାଙ୍କରଦେହାନ୍ତହେଲା ସେଥିପାଇଁସେଭଲରୂପେପଢାଶୁଣାକରିପାରିଲେନାହିଁ ବାପାମଧ୍ୟସେମିତିକିଛିସମ୍ପତ୍ତିଛାଡିଯାଇନଥିଲେ ଯାହାକିଗୋପାଳଙ୍କଜୀବନଯାପନରେସହାୟହୋଇଥାଆନ୍ତା
କୌଣସିବ୍ୟବସାୟବାଣିଜ୍ୟକରିବାପାଇଁମଧ୍ୟତାଙ୍କରଆଗ୍ରହନଥିଲା କିନ୍ତୁଗୋପାଳଙ୍କମୁଣ୍ଡରେବୁଦ୍ଧିଥିଲା କଥାକହିଲୋକଙ୍କୁମୋହିପାରୁଥିଲେ ତାଙ୍କକଥାରେସତେଯେମିତିଯାଦୁଶକ୍ତିଥିଲା ଲୋକମାନେମୋହିତହୋଇଯାଉଥିଲେ ତାଙ୍କରଧୈର୍ଯ୍ୟ, ସାହସଦେଖିଲେଯେକୌଣସିଲୋକସ୍ତବ୍ଧହୋଇଯିବ ସେଥିଲେନିର୍ଭିକ, ସତ୍ୟବାଦୀ, ଅନ୍ୟାୟଦେଖିଲେପ୍ରତିବାଦକରୁଥିଲେ ନିଜରସାମର୍ଥ୍ୟନଥିଲେସୁଦ୍ଧାଯେତିକିପାରିବେସେତିକିସାହାଯ୍ୟକରୁଥିଲେ
ଏଥିରୁଅନୁମାନକରିହେବସେଯଦିଉଚିତ୍ଶିକ୍ଷାଲାଭକରିଥାନ୍ତେତେବେକ'ଣକରିନଥାନ୍ତେ ସେସମଗ୍ରଦେଶରେଜଣେବିଶିଷ୍ଟପଣ୍ଡିତରୂପେସୁନାମଅର୍ଜନକରିଥାନ୍ତେ
ଗୋପାଳଙ୍କରମାପୁଅକୁପୋଷିବାପାଇଁଅକ୍ଷମ, କେଉଁଠୁଅର୍ଥଆଣିବେଯେପୁଅକୁପାଠପଢାଇବେ, ତଥାପିଗୋପାଳନିଜରବୁଦ୍ଧିବଳରେଯତ୍କିଂଚିତ୍ବିଦ୍ୟାଶିକ୍ଷାକରିଥିଲେ, ସେହିଶିକ୍ଷାବଳରେସେବିଚକ୍ଷଣତାପ୍ରଦର୍ଶନକରିଥିଲେ
ଗୋପାଳଅତ୍ୟନ୍ତଧୂର୍ତଥିଲେ ଏଣୁତାଙ୍କୁକେହିକଥାରେ, ଚତୁରତାରେ, ଶଠତାରେଓଉପସ୍ଥିତବୁଦ୍ଧିରେବଳିଯିବାବାଠକିଦେବାସହଜନଥିଲା କେହିମଧ୍ୟତାଙ୍କଠାରୁବୁଦ୍ଧିରେବଳିଯାଇନଥିଲେ
ଗୋପାଳଙ୍କୁକିଏକିଛିକହିଲେମୁହେଁମୁହେଁସେଜବାବ୍ଦେଇଦିଅନ୍ତି କ୍ରମେକ୍ରମେଗୋପାଳଙ୍କରବୁଦ୍ଧିଓହାସ୍ୟରହସ୍ୟକଥାରାଜାକୃଷ୍ଣଚନ୍ଦ୍ରଙ୍କକାନରେପଡିଲା ଗୋପାଳଙ୍କୁସେଡକାଇପଠାଇଲେ ରାଜଦରବାରରେଜଣେଜଣେହାସ୍ୟରସିକଲୋକଙ୍କରଆବଶ୍ୟକଥାଏ ରାଜାଯେତେବେଳେରାଜକାର୍ଯ୍ୟରେକ୍ଳାନ୍ତହୋଇପଡନ୍ତିତାଙ୍କରମନୋରଞ୍ଜନନିମନ୍ତେଏହିହାସ୍ୟରସିକମାନେବିଭିନ୍ନହାସ୍ୟକଥାକହିରାଜାଙ୍କଭାରାକ୍ରାନ୍ତମନକୁହାଲୁକାକରିଥାନ୍ତି
ରାଜାଗୋପାଳଙ୍କରବୁଦ୍ଧିଓକଥାଚାତୁରୀରେମୁଗ୍ଧହେଲେ ଅଳ୍ପଦିନରେସେରାଜାଙ୍କରପ୍ରିୟପାତ୍ରହୋଇଉଠିଲେ ଅନେକଘଟଣାରେଅନେକବିପଦଆପଦରେକୃଷ୍ଣଚନ୍ଦ୍ରଙ୍କୁସେରକ୍ଷାକଲେ
ଲୋକଙ୍କସହିତହଠାତ୍ଆଳାପକରିବାକୁଲୋକଙ୍କୁସଙ୍ଗେସଙ୍ଗେହସାଇବାକୁଓକନ୍ଦାଇବାକୁସେଧୂରନ୍ଧରଥିଲେ ଗୋପାଳଙ୍କରଏହିଚତୁରତାଯୋଗୁଁରାଜାକୃଷ୍ଣଚନ୍ଦ୍ରପ୍ରଚୁରଅର୍ଥଓମୂଲ୍ୟବାନ୍ପଦାର୍ଥଉପହାରଦେଉଥିଲେ ରାଜାଙ୍କଠାରୁଆର୍ଥିକଅନୁଦାନପାଇଗୋପାଳଙ୍କରଦାରିଦ୍ର୍ୟତାଦୂରହୋଇଯାଇଥିଲା ମାତ୍ରସେମିତବ୍ୟୟୀନଥିଲେ ଥିଲେବାଘରଆହାର, ନଥିଲେପବନଆହାରଥିଲାତାଙ୍କରପ୍ରକୃତି
ଗୋପାଳସାଧାରଣତଃଗମ୍ଭୀରପ୍ରକୃତିରଲୋକଥିଲେ ମାତ୍ରତାଙ୍କରଚେହେରା, କଥାବାର୍ତ୍ତାଓମୁଖଭଙ୍ଗିକୁଯିଏଦେଖିବନିଶ୍ଚିତହସିବ ନହସିରହିପାରିବନାହିଁ ସେଲୋକଙ୍କୁହସାଇଲେସୁଦ୍ଧାନିଜେହସିବେନାହିଁ
ବଡଲୋକ, ରାଜା, ନବାବ୍, ଜମିଦାର, ଉଚ୍ଚବଂଶଜଓଉଚ୍ଚଧରଣରଲୋକଙ୍କମନୋରଞ୍ଜନକରିବାଗୋପାଳଙ୍କରଏକମାତ୍ରକର୍ତ୍ତବ୍ୟଥିଲା
ଗୋପାଳଙ୍କୁସମସ୍ତେଦେଖିଖୁସିହେଉଥିଲେ ଗୋପାଳତାଙ୍କଜୀବନକାଳରେଯେଉଁସବୁହାସ୍ୟରସରକଥୋପକଥନକରିଥିଲେତାହାସବୁକୁଲୋକମାନେମନେରଖିଥିଲେ କଥାପ୍ରସଙ୍ଗରେକୁହାକୁହିହୁଅନ୍ତି ଲୋକମୁହଁରୁମୁହଁହୋଇଗଡିଆସିଛିଏହିକାହାଣୀଗୁଡିକଗୋପାଳଭାଣ୍ଡକାହାଣୀରୂପେ
คุณลักษณะ
1. เรื่อง Odia
2. ข้อมูลเกี่ยวกับ Gopala Bhanda
3. ประวัติ
4. / อ่อนอัพเดททุกวัน
5. หนังสือเรื่องที่แนะนำ
What's new in the latest 2.0
2. All Gopala Bhanda Stories in Odia
3. Bug-fixes and stability improvements.
4. New Navigation Drawer.
5. New Floating Action Button.
6. Recommended Stories Books.
ข้อมูล Gopala Bhanda - Odia Stories APK
Gopala Bhanda - Odia Stories รุ่นเก่า
Gopala Bhanda - Odia Stories 2.0
Gopala Bhanda - Odia Stories 1.0
การดาวน์โหลดที่รวดเร็วและปลอดภัยเป็นพิเศษผ่านแอป APKPure
คลิกเพียงครั้งเดียวเพื่อติดตั้งไฟล์ XAPK/APK บน Android!