ମେଡିକାଲ ଉଇକିପିଡିଆ (ଅଫଲାଇନ)

Kiwix Team
10/10/2025
  • 60.6 MB

    Tamaño de archivo

  • Android 7.0+

    Android OS

Acerca del ମେଡିକାଲ ଉଇକିପିଡିଆ (ଅଫଲାଇନ)

ନିଃଶୁଳ୍କ ସ୍ୱାସ୍ଥ୍ୟସେବା ସମ୍ବନ୍ଧୀୟ ବିଷୟମାନ ପ୍ରତ୍ୟେକ ସ୍ଥାନରେ ଅଫଲାଇନରେ ଉପଲବ୍ଧ.

ବର୍ଣ୍ଣନା: ଉଇକିପିଡିଆର ଅଫଲାଇନ ମେଡିକାଲ ଏନସାଇକ୍ଳୋପେଡିଆରେ ସ୍ୱାସ୍ଥ୍ୟସେବା ସମ୍ବନ୍ଧୀୟ ବିଷୟମାନଙ୍କର ବିରାଟ ସଂଗ୍ରହ ଆଣ୍ଡ୍ରଏଡରେ ଉପଲବ୍ଧ. ଏଥିରେ ମେଡିକାଲ, ଶରୀର ଗଠନ (ଆନାଟୋମୀ), ଔଷଧ ଓ ପରିଚ୍ଛନ୍ନତା ସମ୍ପର୍କରେ ଲେଖାମାନ ଅଛି. ଇଣ୍ଟରନେଟ ଉପଲବ୍ଧ ନ ଥିବା ସ୍ଥାନରେ, ଜନମାନବଶୂନ୍ୟ ସ୍ଥାନରେ ବା ଡଙ୍ଗାରେ ଥିଲେ ମଧ୍ୟ ଆପଣ ସର୍ବାଧିକ ମହତ୍ତ୍ଵପୂର୍ଣ୍ଣ ଓ ସର୍ବାଧୁନିକ ଭେଷଜ ଶବ୍ଦକୋଷ ବା ମେଡିକାଲ ଅଭିଧାନ / ଡିକସନାରିରେ ବିନାମୂଲ୍ୟରେ ପ୍ରବେଶ ଅଧିକାର ପାଇପାରିବେ. ଗୋଷ୍ଠୀ ସ୍ୱାସ୍ଥ୍ୟକର୍ମୀ, ଡାକ୍ତର, ଡାକ୍ତରୀ ଛାତ୍ର ଓ ସ୍ୱାସ୍ଥ୍ୟ ସମ୍ବନ୍ଧରେ ରୁଚି ରଖୁଥିବା ଲୋକଙ୍କ ନିମନ୍ତେ ଏହା ଅମୂଲ୍ୟ. ଏହା ଅନ୍ୟାନ୍ୟ ଅନେକ ଭାଷାରେ ମଧ୍ୟ ତିଆରି ହୋଇଛି ତଥା ଚୟନ କରିଥିବା ଓ ବିଷୟଗୁଡ଼ିକର ସଂଖ୍ୟା ଓ ମାନକୁ ଉନ୍ନତ କରିବାକୁ ସର୍ବଦା ଚେଷ୍ଟା ଚାଲିଛି.

ଏହା କେଆଇଡବ୍ଲ୍ୟୁଏକ୍ସ (Kiwix http://www.kiwix.org/) ଦ୍ଵାରା ସଞ୍ଚାଳିତ. (Desarrollado por Kiwix http://www.kiwix.org/)

Mostrar másMostrar menos

Novedades más recientes 2023-12

Last updated on 10/10/2025
Minor bug fixes and improvements. Install or update to the newest version to check it out!

Información de ମେଡିକାଲ ଉଇକିପିଡିଆ (ଅଫଲାଇନ) APK

Última Versión
2023-12
Categoría
Medicina
Android OS
Android 7.0+
Tamaño de archivo
60.6 MB
Desarrollador
Kiwix Team
Disponible en
Descargas seguras y rápidas de APK en APKPure
APKPure utiliza verificación de firmas para garantizar descargas de ମେଡିକାଲ ଉଇକିପିଡିଆ (ଅଫଲାଇନ) APK libres de virus para ti.

Descarga rápida y segura a través de APKPure App

¡Un clic para instalar archivos XAPK/APK en Android!

Descargar APKPure
Informe de seguridad

ମେଡିକାଲ ଉଇକିପିଡିଆ (ଅଫଲାଇନ)

2023-12

El informe de seguridad estará disponible pronto. Mientras tanto, tenga en cuenta que esta aplicación ha pasado las verificaciones iniciales de seguridad de APKPure.

SHA256:

7b2a6b8eadaaac842f3d97e3c597fc7655883c438bc8c42641284659cd496599

SHA1:

7dbfd16ede8bd3cc2df9beaddeddd30d14ec9909