ମେଡିକାଲ ଉଇକିପିଡିଆ (ଅଫଲାଇନ)

Kiwix Team
Oct 10, 2025
  • 60.6 MB

    फाइल का आकार

  • Android 7.0+

    Android OS

ମେଡିକାଲ ଉଇକିପିଡିଆ (ଅଫଲାଇନ) के बारे में

ନିଃଶୁଳ୍କ ସ୍ୱାସ୍ଥ୍ୟସେବା ସମ୍ବନ୍ଧୀୟ ବିଷୟମାନ ପ୍ରତ୍ୟେକ ସ୍ଥାନରେ ଅଫଲାଇନରେ ଉପଲବ୍ଧ।

ବର୍ଣ୍ଣନା: ଉଇକିପିଡିଆର ଅଫଲାଇନ ମେଡିକାଲ ଏନସାଇକ୍ଳୋପେଡିଆରେ ସ୍ୱାସ୍ଥ୍ୟସେବା ସମ୍ବନ୍ଧୀୟ ବିଷୟମାନଙ୍କର ବିରାଟ ସଂଗ୍ରହ ଆଣ୍ଡ୍ରଏଡରେ ଉପଲବ୍ଧ। ଏଥିରେ ମେଡିକାଲ, ଶରୀର ଗଠନ (ଆନାଟୋମୀ), ଔଷଧ ଓ ପରିଚ୍ଛନ୍ନତା ସମ୍ପର୍କରେ ଲେଖାମାନ ଅଛି। ଇଣ୍ଟରନେଟ ଉପଲବ୍ଧ ନ ଥିବା ସ୍ଥାନରେ, ଜନମାନବଶୂନ୍ୟ ସ୍ଥାନରେ ବା ଡଙ୍ଗାରେ ଥିଲେ ମଧ୍ୟ ଆପଣ ସର୍ବାଧିକ ମହତ୍ତ୍ଵପୂର୍ଣ୍ଣ ଓ ସର୍ବାଧୁନିକ ଭେଷଜ ଶବ୍ଦକୋଷ ବା ମେଡିକାଲ ଅଭିଧାନ / ଡିକସନାରିରେ ବିନାମୂଲ୍ୟରେ ପ୍ରବେଶ ଅଧିକାର ପାଇପାରିବେ। ଗୋଷ୍ଠୀ ସ୍ୱାସ୍ଥ୍ୟକର୍ମୀ, ଡାକ୍ତର, ଡାକ୍ତରୀ ଛାତ୍ର ଓ ସ୍ୱାସ୍ଥ୍ୟ ସମ୍ବନ୍ଧରେ ରୁଚି ରଖୁଥିବା ଲୋକଙ୍କ ନିମନ୍ତେ ଏହା ଅମୂଲ୍ୟ। ଏହା ଅନ୍ୟାନ୍ୟ ଅନେକ ଭାଷାରେ ମଧ୍ୟ ତିଆରି ହୋଇଛି ତଥା ଚୟନ କରିଥିବା ଓ ବିଷୟଗୁଡ଼ିକର ସଂଖ୍ୟା ଓ ମାନକୁ ଉନ୍ନତ କରିବାକୁ ସର୍ବଦା ଚେଷ୍ଟା ଚାଲିଛି।

ଏହା କେଆଇଡବ୍ଲ୍ୟୁଏକ୍ସ (Kiwix http://www.kiwix.org/) ଦ୍ଵାରା ସଞ୍ଚାଳିତ। (Kiwix http://www.kiwix.org/ द्वारा संचालित)

अधिक दिखाएंकम दिखाएं

What's new in the latest 2023-12

Last updated on Oct 10, 2025
Minor bug fixes and improvements. Install or update to the newest version to check it out!

ମେଡିକାଲ ଉଇକିପିଡିଆ (ଅଫଲାଇନ) APK जानकारी

नवीनतम संस्करण
2023-12
श्रेणी
चिकित्सा
Android OS
Android 7.0+
फाइल का आकार
60.6 MB
विकासकार
Kiwix Team
Available on
APKPure पर सुरक्षित और तेज़ APK डाउनलोड करें
आपके लिए वायरस मुक्त ମେଡିକାଲ ଉଇକିପିଡିଆ (ଅଫଲାଇନ) APK डाउनलोड करने के लिए APKPure प्रमाणित करने का उपयोग करता है।

APKPure ऐप के माध्यम से सुपर तेज़ और सुरक्षित डाउनलोडिंग

एंड्रॉइड पर XAPK/APK फ़ाइलें इंस्टॉल करने के लिए एक-क्लिक करें!

डाउनलोड APKPure
सुरक्षा रिपोर्ट

ମେଡିକାଲ ଉଇକିପିଡିଆ (ଅଫଲାଇନ)

2023-12

सुरक्षा रिपोर्ट जल्द ही उपलब्ध होगी। इस बीच, कृपया ध्यान दें कि इस ऐप ने APKPure की प्रारंभिक सुरक्षा जांच पास कर ली है।

SHA256:

7b2a6b8eadaaac842f3d97e3c597fc7655883c438bc8c42641284659cd496599

SHA1:

7dbfd16ede8bd3cc2df9beaddeddd30d14ec9909