Odisha History- ଓଡ଼ିଶାର ଇତିହାସ

Odisha History- ଓଡ଼ିଶାର ଇତିହାସ

Histaprenius
29/05/2024

Trusted App

  • 23.1 MB

    Размер файла

  • Everyone

  • Android 1.0+

    Android OS

Oписание Odisha History- ଓଡ଼ିଶାର ଇତିହାସ

Have English and Odia(ଓଡ଼ିଆ) languages

(ଓଡ଼ିଆ)

ଓଡ଼ିଶା ଭାରତର ଅନ୍ୟତମ ରାଜ୍ୟ। ଏହାର ଇତିହାସ ଭାରତର ଇତିହାସ ପରି ଅନେକ ପୁରୁଣା । ଭିନ୍ନ ଭିନ୍ନ ସମୟରେ ଏହି ଅଞ୍ଚଳ ଓ ଏହାର ପ୍ରାନ୍ତ ସବୁ ଭିନ୍ନ ଭିନ୍ନ ନାମରେ ଜଣାଥିଲା। ଏହାର ସୀମାରେଖା ମଧ୍ୟ ଅନେକ ସମୟରେ ପରିବର୍ତ୍ତିତ ହୋଇଛି ।

ଓଡ଼ିଶାର ମାନବ ଇତିହାସ ପୁରାତନ ପ୍ରସ୍ଥର ଯୁଗରୁ ଆରମ୍ଭ ହୋଇଥିବାର ପ୍ରମାଣ ମିଳେ । ଏଠାରେ ଅନେକ ସ୍ଥାନରୁ ଏହି ଯୁଗର ହାତ ହତିଆର ମିଳିଛି। ମାତ୍ର ପରବର୍ତ୍ତୀ ସମୟ ବିଶେଷ କରି ପ୍ରାଚୀନଯୁଗ ସମୟର ଘଟଣାବଳୀ ରହସ୍ୟମୟ । କେବଳ ମହାଭାରତ, କେତେକ ପୁରାଣ ଓ ମହା ଗୋବିନ୍ଦ ସୁତ୍ତ ପ୍ରଭୁତି ଗ୍ରନ୍ଥମାନଙ୍କରେ ଏହାର ଉଲ୍ଲେଖ ଦେଖିବାକୁ ମିଳେ । ଖ୍ରୀ.ପୂ. ୨୬୧ରେ ମୌର୍ଯ୍ୟ ବଂଶର ସମ୍ରାଟ ଅଶୋକ ଭୁବନେଶ୍ୱର ନିକଟସ୍ଥ ଦୟା ନଦୀ କୂଳରେ ଭୟଙ୍କର କଳିଙ୍ଗ ଯୁଦ୍ଧରେ ସେପର୍ଯ୍ୟନ୍ତ ଅପରାଜିତ ଥିବା କଳିଙ୍ଗକୁ ଦଖଲ କରିଥିଲେ । ଏହି ଯୁଦ୍ଧର ଭୟାଭୟତା ତାଙ୍କୁ ଏତେ ପରିମାଣରେ ପ୍ରଭାବିତ କରିଥିଲା ଯେ, ସେ ଯୁଦ୍ଧ ତ୍ୟାଗ କରି ଅହିଂସାର ପଥିକ ହୋଇଥିଲେ । ଏହି ଘଟଣା ପରେ ସେ ଭାରତ ବାହାରେ ବୌଦ୍ଧଧର୍ମର ପ୍ରଚାର ପ୍ରସାର ନିମନ୍ତେ ପଦକ୍ଷେପ ନେଇଥିଲେ ।

ପ୍ରାଚୀନ ଓଡ଼ିଶାର ଦକ୍ଷିଣ-ପୁର୍ବ ଏସିଆର ଦେଶ ମାନଙ୍କ ସହିତ ନୌବାଣିଜ୍ୟ ସମ୍ପର୍କ ରହିଥିଲା । ସିଂହଳର ପ୍ରାଚୀନ ଗ୍ରନ୍ଥ ମହାବଂଶରୁ ଜଣାଯାଏ ସେଠାର ପୁରାତନ ଅଧିବାସୀ ପ୍ରାଚୀନ କଳିଙ୍ଗରୁ ଯାଇଥିଲେ ।

ଦୀର୍ଘ ବର୍ଷ ଧରି ସ୍ୱାଧୀନ ରହିବାପରେ, ଖ୍ରୀ.ଅ. ୧୫୬୮ରେ ଏହି ଅଞ୍ଚଳ ବଙ୍ଗଳାର ସେନାପତି କଳାପାହାଡ଼ଦ୍ୱାରା ଅଧିକୃତ ହୋଇଥିଲା । ଖ୍ରୀ ଅ ୧୭୫୧ରେ ଏହି ଅଞ୍ଚଳ ମରାଠା ମାନଙ୍କ ଅଧୀନକୁ ଆସିଥିଲା । ୧୮୦୩ ମସିହାରେ ଇଂରେଜମାନେ ଏହି ଅଞ୍ଚଳକୁ ନିଜ ଅଧୀନକୁ ନେଇଥିଲେ। ଏ ସମୟକୁ ଓଡ଼ିଶାର ସ୍ୱାଧୀନ ସତ୍ତା ସୁଧା ବି ନଥିଲା ଓ ଏହା ଅନେକ ଗୁଡ଼ିଏ ଅଂଶରେ ବିଭାଜିତ ହୋଇଯାଇଥିଲା । ୧୯୩୬ ମସିହାରେ ବିଛିନ୍ନ ଅଞ୍ଚଳ ଗୁଡ଼ିକ ଏକତ୍ର କରାଯାଇ ସ୍ୱତନ୍ତ୍ର ଓଡ଼ିଶା ପ୍ରଦେଶ ଗଠନ କରାଗଲା । ଭାଷାକୁ ନେଇ ଗଠିତ ଏହା ପ୍ରଥମ ରାଜ୍ୟ ଥିଲା ।

(English)

The history of Odisha begins in the Lower Paleolithic era, as Acheulian tools dating to the period have been discovered in various places in the region. The early history of Odisha can be traced back to writings found in ancient texts like the Mahabharata, Maha Govinda Sutta and some Puranas. The region was also known to other kingdoms in region of East Indies due to maritime trade relations.

In 1568 CE, considered a pivotal point in the region's history, the region was conquered by the armies of the Sultanate of Bengal led by the iconoclast general Kalapahad. The region lost its political identity and the following rulers of the region were more often tributary lords than actual kings. By 1593, Odisha had passed completely to the Mughal Empire and became part of the Bengal Subah. After 1751, the Marathas gained control of the region. During the Maratha administration, literature and poetry flourished. In 1803, the region was passed onto the British Empire, where they divided the region into parts of other provinces. In 1936, the province of Odisha was formed on the basis of populations of Odia-speaking people.

Ещё

Что нового в последней версии 1.0

Last updated on 29/05/2024
Minor bug fixes and improvements. Install or update to the newest version to check it out!
Ещё

Видео и Скриншоты

  • Odisha History- ଓଡ଼ିଶାର ଇତିହାସ постер
  • Odisha History- ଓଡ଼ିଶାର ଇତିହାସ скриншот 1
  • Odisha History- ଓଡ଼ିଶାର ଇତିହାସ скриншот 2
  • Odisha History- ଓଡ଼ିଶାର ଇତିହାସ скриншот 3
  • Odisha History- ଓଡ଼ିଶାର ଇତିହାସ скриншот 4
  • Odisha History- ଓଡ଼ିଶାର ଇତିହାସ скриншот 5
  • Odisha History- ଓଡ଼ିଶାର ଇତିହାସ скриншот 6
  • Odisha History- ଓଡ଼ିଶାର ଇତିହାସ скриншот 7

Информация Odisha History- ଓଡ଼ିଶାର ଇତିହାସ APK

Последняя Версия
1.0
Android OS
Android 1.0+
Размер файла
23.1 MB
Разработчик
Histaprenius
Available on
Возрастные ограничения
Everyone
Безопасная и Быстрая Загрузка APK на APKPure
APKPure позволяет легко и безопасно загружать Odisha History- ଓଡ଼ିଶାର ଇତିହାସ APK с проверкой подписи.

Старые Версии Odisha History- ଓଡ଼ିଶାର ଇତିହାସ

APKPure иконка

Супер Быстрая и Безопасная Загрузка через Приложение APKPure

Один клик для установки XAPK/APK файлов на Android!

Скачать APKPure
thank icon
We use cookies and other technologies on this website to enhance your user experience.
By clicking any link on this page you are giving your consent to our Privacy Policy and Cookies Policy.
Learn More about Policies