Tentang Radio Amrutavani
ରେଡିଓ ଅମୃତବାଣୀ ଆପ୍ ବ୍ରଓଡ଼ିଶାବାସୀଙ୍କର ଆଧ୍ୟାତ୍ମିକ ଉନ୍ନତି ନିମନ୍ତେ ତିଆରି କରାଯାଇଛି।
ରେଡିଓ ଅମୃତବାଣୀ ଆପ୍ ବ୍ରହ୍ମାକୁମାରୀ ଓଡ଼ିଶା ସେବାକେନ୍ଦ୍ର ସମୂହ ଦ୍ବାରା ଓଡ଼ିଶାବାସୀଙ୍କର ଆଧ୍ୟାତ୍ମିକ ଉନ୍ନତି ନିମନ୍ତେ ତିଆରି କରାଯାଇଛି। ଏହି ଆପ୍ ର ଶ୍ରୋତା ପ୍ରତିଦିନ ସହଜ ରାଜଯୋଗ ଧ୍ୟାନ ଶିକ୍ଷା, ଆଧ୍ୟାତ୍ମିକ ପ୍ରବଚନ, ମୂଲ୍ୟବୋଧ ଟକ୍ ଶୋ, ପ୍ରଶ୍ନୋତ୍ତର ଏବଂ ସୁନ୍ଦର ସକାରାତ୍ମକ ଗୀତ କାର୍ଯକ୍ରମ ନିଜ ଜୀବନକୁ ଆଧ୍ୟାତ୍ମିକ ମୂଲ୍ୟବୋଧ ମୂଲ୍ୟବୋଧ ରେ କରି ପାରିବେ।।। ଶ୍ରୋତାବନ୍ଧୁ ମାନେ ଅମୃତବାଣୀ ରେଡିଓ କାର୍ଯକ୍ରମରେ ଭାଗ ନେବା ପାଇଁ ଅମୃତବାଣୀର ହ୍ଵାଟସଆପ୍ ନମ୍ବର 9414152625 ରେ ସମ୍ପର୍କ କରି ନିଜ ରେକର୍ଡିଂ ପଠେଇ।।
ପ୍ରଜାପିତା ବ୍ରହ୍ମାକୁମାରୀ ଈଶ୍ବରୀୟ ବିଶ୍ବ ବିଦ୍ୟାଳୟ ମହିଳାମାନଙ୍କ ନେତୃତ୍ବ ରେ ସଂଚାଳିତ ଏକ ଅନ୍ତରାଷ୍ଟ୍ରୀୟ ମୂଲ୍ୟବୋଧ ଶିକ୍ଷା ଅନୁଷ୍ଠାନ। 1936 ମସିହାରେ ଆରମ୍ଭ ହୋଇଥିବା ଏହି ବିଶ୍ୱବ୍ୟାପୀ ଆଧ୍ୟାତ୍ମିକ ଆନ୍ଦୋଳନ ବର୍ତମାନ ପୃଥିବୀର 5 ଟି ମହାଦେଶର 137 ଟି ଦେଶରେ ବ୍ୟାପକ। ଏହି ଶିକ୍ଷା ଅନୁଷ୍ଠାନ ମାନବ ଜାତିର ସକାରାତ୍ମକ ବ୍ୟକ୍ତିଗତ ପରିବର୍ତ୍ତନ ଏବଂ ବିଶ୍ୱ ନବୀକରଣ ପାଇଁ ସମର୍ପିତ ରୂପେ କାର୍ଯ୍ୟରତ | ତା ସହିତ ମିଳିତ ଜାତିସଂଘର ଲୋକସମ୍ପର୍କ ବିଭାଗ ସହିତ ଜଡିତ ଏକ ଆନ୍ତର୍ଜାତୀୟ ଆନ୍ତର୍ଜାତୀୟ ଏନଜିଓ ମଧ୍ୟ ମଧ୍ୟ କାର୍ଯ୍ୟରତ।।
ଶ୍ରୋତାବନ୍ଧୁ ସହଜ ରାଜଯୋଗ ଶିକ୍ଷା ବିଷୟରେ ଅଧିକ ଜାଣିବା ପାଇଁ ନିଜ ନିକଟସ୍ଥ ସେବାକେନ୍ଦ୍ରକୂ ସମ୍ପର୍କ କରି ପାରିବେ। ନିକଟସ୍ଥ ସେବାକେନ୍ଦ୍ରର ଠିକଣା ଜାଣିବା ପାଇଁ ନିମ୍ନ ଲିଙ୍କକୁ ଯାଇ ନିଜ ସହରର ନାଁ ଖୋଜି ପାରିବେ | https://www.brahmakumaris.com/centers/
Aplikasi Radio Amrutavani dibuat oleh pusat Brahma Kumaris Odisha untuk peningkatan spiritual masyarakat Odisha. Pendengar aplikasi ini dapat memperkaya hidup mereka dengan nilai-nilai spiritual dengan mendengarkan pelajaran meditasi Raja Yoga yang mudah, wacana spiritual, talk show nilai, sesi tanya jawab, dan program lagu positif yang indah setiap hari. Pendengar dapat mengirimkan rekamannya dengan menghubungi nomor WhatsApp Amritani 9414152625 untuk mengikuti program Amritani Radio.
Brahma Kumaris adalah lembaga pendidikan nilai internasional yang dijalankan oleh perempuan. Gerakan spiritual sedunia ini, yang dimulai pada tahun 1936, kini tersebar luas di 137 negara di 5 benua. Lembaga pendidikan ini juga bekerja sebagai LSM internasional yang bekerja sama dengan Departemen Urusan Publik Perserikatan Bangsa-Bangsa, yang didedikasikan untuk transformasi pribadi yang positif dari umat manusia dan transformasi dunia yang positif.
Siswa dapat menghubungi pusat meditasi terdekat kami untuk mengetahui lebih banyak tentang meditasi Raja Yoga. Untuk mengetahui alamat service center terdekat, anda bisa menuju link dibawah ini dan cari nama kota anda https://www.brahmakumaris.com/centers/
What's new in the latest 1.0
Informasi APK Radio Amrutavani

Pengunduhan Super cepat dan aman melalui aplikasi APKPure
Sekali klik untuk menginstal file XAPK/APK di Android!