Over Radio Amrutavani
ରେଡିଓ ଅମୃତବାଣୀ ଆପ୍ ବ୍ରଓଡ଼ିଶାବାସୀଙ୍କର ଆଧ୍ୟାତ୍ମିକ ଉନ୍ନତି ଉନ୍ନତି ନିମନ୍ତେ ତିଆରି କରାଯାଇଛି।।
ରେଡିଓ ଅମୃତବାଣୀ ଆପ୍ ବ୍ରହ୍ମାକୁମାରୀ ଓଡ଼ିଶା ସେବାକେନ୍ଦ୍ର ସେବାକେନ୍ଦ୍ର ସମୂହ ଦ୍ବାରା ଓଡ଼ିଶାବାସୀଙ୍କର ଆଧ୍ୟାତ୍ମିକ ଉନ୍ନତି ନିମନ୍ତେ ତିଆରି କରାଯାଇଛି କରାଯାଇଛି। ଏହି ଆପ୍ ର ଶ୍ରୋତା ପ୍ରତିଦିନ ପ୍ରତିଦିନ ସହଜ ରାଜଯୋଗ ଧ୍ୟାନ ଶିକ୍ଷା ଶିକ୍ଷା, ଆଧ୍ୟାତ୍ମିକ ପ୍ରବଚନ, ମୂଲ୍ୟବୋଧ ଟକ୍ ଶୋ ଶୋ, ପ୍ରଶ୍ନୋତ୍ତର ଏବଂ ସୁନ୍ଦର ଗୀତ ଗୀତ କାର୍ଯକ୍ରମ ଶୁଣି ନିଜ ଜୀବନକୁ ଆଧ୍ୟାତ୍ମିକ ମୂଲ୍ୟବୋଧ ମୂଲ୍ୟବୋଧ ରେ କରି ପାରିବେ ପାରିବେ ପାରିବେ।। ଶ୍ରୋତାବନ୍ଧୁ ମାନେ ମାନେ ରେଡିଓ କାର୍ଯକ୍ରମରେ କାର୍ଯକ୍ରମରେ ଭାଗ ନେବା ପାଇଁ ଅମୃତବାଣୀର ହ୍ଵାଟସଆପ୍ ନମ୍ବର 9414152625 ରେ ସମ୍ପର୍କ କରି ନିଜ ରେକର୍ଡିଂ ପଠେଇ ପାରିବେ ପାରିବେ।
ପ୍ରଜାପିତା ବ୍ରହ୍ମାକୁମାରୀ ଈଶ୍ବରୀୟ ବିଶ୍ବ ବିଦ୍ୟାଳୟ ମହିଳାମାନଙ୍କ ମହିଳାମାନଙ୍କ ନେତୃତ୍ବ ରେ ସଂଚାଳିତ ଏକ ଅନ୍ତରାଷ୍ଟ୍ରୀୟ ମୂଲ୍ୟବୋଧ ଶିକ୍ଷା ଅନୁଷ୍ଠାନ ଅନୁଷ୍ଠାନ। 1936 ମସିହାରେ ଆରମ୍ଭ ହୋଇଥିବା ଏହି ଏହି ବିଶ୍ୱବ୍ୟାପୀ ଆଧ୍ୟାତ୍ମିକ ଆନ୍ଦୋଳନ ବର୍ତମାନ ପୃଥିବୀର ପୃଥିବୀର 5 ଟି ମହାଦେଶର 137 ଟି ଦେଶରେ ବ୍ୟାପକ ବ୍ୟାପକ। ଏହି ଶିକ୍ଷା ଅନୁଷ୍ଠାନ ମାନବ ଜାତିର ଜାତିର ସକାରାତ୍ମକ ବ୍ୟକ୍ତିଗତ ପରିବର୍ତ୍ତନ ଏବଂ ବିଶ୍ୱ ନବୀକରଣ ପାଇଁ ସମର୍ପିତ ରୂପେ କାର୍ଯ୍ୟରତ କାର୍ଯ୍ୟରତ | ତା ସହିତ ମିଳିତ ଜାତିସଂଘର ଲୋକସମ୍ପର୍କ ବିଭାଗ ସହିତ ଜଡିତ ହୋଇ ଏକ ଆନ୍ତର୍ଜାତୀୟ ଆନ୍ତର୍ଜାତୀୟ ଏନଜିଓ ମଧ୍ୟ କାର୍ଯ୍ୟରତ କାର୍ଯ୍ୟରତ।।।
ଶ୍ରୋତାବନ୍ଧୁ ସହଜ ରାଜଯୋଗ ଶିକ୍ଷା ବିଷୟରେ ଅଧିକ ଅଧିକ ଜାଣିବା ପାଇଁ ନିଜ ନିକଟସ୍ଥ ସେବାକେନ୍ଦ୍ରକୂ ସମ୍ପର୍କ କରି ପାରିବେ ପାରିବେ। ନିକଟସ୍ଥ ସେବାକେନ୍ଦ୍ରର ଠିକଣା ଜାଣିବା ପାଇଁ ନିମ୍ନ ଲିଙ୍କକୁ ଲିଙ୍କକୁ ଯାଇ ନିଜ ସହରର ନାଁ ଖୋଜି ପାରିବେ ପାରିବେ | https://www.brahmakumaris.com/centers/
De Radio Amrutavani-app is gemaakt door Brahma Kumaris Odisha-centra voor de spirituele verheffing van de mensen van Odisha. Luisteraars van deze app kunnen hun leven verrijken met spirituele waarden door elke dag te luisteren naar eenvoudige Raja Yoga-meditatielessen, spirituele toespraken, waarde-talkshows, vraag-antwoordsessies en prachtige positieve liedprogramma's. Luisteraars kunnen hun opnames verzenden door contact op te nemen met Amritani's WhatsApp-nummer 9414152625 om deel te nemen aan het Amritani Radio-programma.
Brahma Kumaris is een internationale onderwijsinstelling voor waarden, gerund door vrouwen. Deze wereldwijde spirituele beweging, die begon in 1936, is nu wijdverbreid in 137 landen op 5 continenten. Dit onderwijsinstituut werkt ook als een internationale ngo in samenwerking met het Department of Public Affairs van de Verenigde Naties, toegewijd aan de positieve persoonlijke transformatie van het menselijk ras en postieve wereldtransformatie.
Studenten kunnen contact opnemen met onze dichtstbijzijnde meditatiecentra om meer te weten te komen over Raja Yoga-meditatie. Om het adres van het dichtstbijzijnde servicecentrum te weten, kunt u naar de onderstaande link gaan en zoeken naar uw plaatsnaam https://www.brahmakumaris.com/centers/
What's new in the latest 1.0
Radio Amrutavani APK -informatie

Supersnel en veilig downloaden via de APKPure-app
Eén klik om XAPK/APK-bestanden op Android te installeren!