عن Radio Amrutavani
ରେଡିଓ ଅମୃତବାଣୀ ଆପ୍ ବ୍ରଓଡ଼ିଶାବାସୀଙ୍କର ଆଧ୍ୟାତ୍ମିକ ଉନ୍ନତି ନିମନ୍ତେ ତିଆରି କରାଯାଇଛି।
ରେଡିଓ ଅମୃତବାଣୀ ଆପ୍ ବ୍ରହ୍ମାକୁମାରୀ ଓଡ଼ିଶା ସେବାକେନ୍ଦ୍ର ସମୂହ ଦ୍ବାରା ଓଡ଼ିଶାବାସୀଙ୍କର ଆଧ୍ୟାତ୍ମିକ ଉନ୍ନତି ନିମନ୍ତେ ତିଆରି କରାଯାଇଛି। ଏହି ଆପ୍ ର ଶ୍ରୋତା ପ୍ରତିଦିନ ସହଜ ରାଜଯୋଗ ଧ୍ୟାନ ଶିକ୍ଷା ، ଆଧ୍ୟାତ୍ମିକ ପ୍ରବଚନ ، ମୂଲ୍ୟବୋଧ ଟକ୍ ଶୋ ، ପ୍ରଶ୍ନୋତ୍ତର ଏବଂ ସୁନ୍ଦର ସକାରାତ୍ମକ ଗୀତ କାର୍ଯକ୍ରମ ଶୁଣି ନିଜ ଜୀବନକୁ ଆଧ୍ୟାତ୍ମିକ ମୂଲ୍ୟବୋଧ ରେ ଭରପୁର କରି ପାରିବେ। ଶ୍ରୋତାବନ୍ଧୁ ମାନେ ଅମୃତବାଣୀ ରେଡିଓ କାର୍ଯକ୍ରମରେ ଭାଗ ନେବା ପାଇଁ ଅମୃତବାଣୀର ହ୍ଵାଟସଆପ୍ ନମ୍ବର 9414152625 ରେ ସମ୍ପର୍କ କରି ନିଜ ରେକର୍ଡିଂ ପଠେଇ ପାରିବେ।
ପ୍ରଜାପିତା ବ୍ରହ୍ମାକୁମାରୀ ଈଶ୍ବରୀୟ ବିଶ୍ବ ବିଦ୍ୟାଳୟ ମହିଳାମାନଙ୍କ ନେତୃତ୍ବ ରେ ସଂଚାଳିତ ଏକ ଅନ୍ତରାଷ୍ଟ୍ରୀୟ ମୂଲ୍ୟବୋଧ ଶିକ୍ଷା ଅନୁଷ୍ଠାନ। 1936 ମସିହାରେ ଆରମ୍ଭ ହୋଇଥିବା ଏହି ବିଶ୍ୱବ୍ୟାପୀ ଆଧ୍ୟାତ୍ମିକ ଆନ୍ଦୋଳନ ବର୍ତମାନ ପୃଥିବୀର 5 ଟି ମହାଦେଶର 137 ଦେଶରେ ବ୍ୟାପକ। ଏହି ଶିକ୍ଷା ଅନୁଷ୍ଠାନ ମାନବ ଜାତିର ସକାରାତ୍ମକ ବ୍ୟକ୍ତିଗତ ପରିବର୍ତ୍ତନ ଏବଂ ବିଶ୍ୱ ନବୀକରଣ ପାଇଁ ସମର୍ପିତ ରୂପେ କାର୍ଯ୍ୟରତ | ତା ସହିତ ମିଳିତ ଜାତିସଂଘର ଲୋକସମ୍ପର୍କ ବିଭାଗ ସହିତ ଜଡିତ ହୋଇ ଏକ ଆନ୍ତର୍ଜାତୀୟ ଏନଜିଓ ଭାବରେ ମଧ୍ୟ କାର୍ଯ୍ୟରତ।
ଶ୍ରୋତାବନ୍ଧୁ ସହଜ ରାଜଯୋଗ ଶିକ୍ଷା ବିଷୟରେ ଅଧିକ ଜାଣିବା ପାଇଁ ନିଜ ନିକଟସ୍ଥ ସେବାକେନ୍ଦ୍ରକୂ ସମ୍ପର୍କ କରି ପାରିବେ। ସେବାକେନ୍ଦ୍ରର ଠିକଣା ଜାଣିବା ପାଇଁ ନିମ୍ନ ନିଜ ସହରର ନାଁ ଖୋଜି ପାରିବେ | https://www.brahmakumaris.com/centers/
تم إنشاء تطبيق Radio Amrutavani بواسطة مراكز Brahma Kumaris Odisha للارتقاء الروحي لشعب أوديشا. يمكن لمستمعي هذا التطبيق إثراء حياتهم بالقيم الروحية من خلال الاستماع إلى دروس التأمل السهلة في رجا يوجا والخطابات الروحية والبرامج الحوارية القيمية وجلسات الأسئلة والأجوبة وبرامج الأغاني الإيجابية الجميلة كل يوم. يمكن للمستمعين إرسال تسجيلاتهم عن طريق الاتصال على رقم WhatsApp الخاص بعمريتاني 9414152625 للمشاركة في برنامج راديو عمريتاني.
براهما كوماريس هي مؤسسة تعليم قيم دولية تديرها نساء. هذه الحركة الروحية العالمية ، التي بدأت عام 1936 ، تنتشر الآن في 137 دولة في 5 قارات. يعمل هذا المعهد التعليمي أيضًا كمنظمة غير حكومية دولية بالاشتراك مع إدارة الشؤون العامة للأمم المتحدة ، مكرسة للتحول الشخصي الإيجابي للجنس البشري والتحول العالمي إلى ما بعد.
يمكن للطلاب الاتصال بأقرب مراكز التأمل لدينا لمعرفة المزيد عن تأمل رجا يوجا. لمعرفة عنوان أقرب مركز خدمة ، يمكنك الانتقال إلى الرابط أدناه والبحث عن اسم مدينتك https://www.brahmakumaris.com/centers/
What's new in the latest 1.0
معلومات Radio Amrutavani APK

قم بتنزيل سريع وآمن بالغاية عبر تطبيق APKPure
قم بتثبيت ملفات XAPK/APK بنقرة واحدة على أندرويد!