About STP-SEBA
ଏହି ଅତ୍ୟାବଶ୍ୟକୀୟ ଆପ୍ ଟି ସମସ୍ତ ଓଡିଶାବାସୀଙ୍କ ସେବା ଉଦ୍ଦେଶ୍ୟରେ ପ୍ରସ୍ତୁତ ହୋଇଛି ।
"ଓଡିଶାବାସୀଙ୍କ ସେବା ଉଦ୍ଦେଶ୍ୟରେ ପ୍ରସ୍ତୁତ ହୋଇଥିବା ଏହି ଅତ୍ୟାବଶ୍ୟକୀୟ ଆପ୍ ଟି ପ୍ରତ୍ୟେକ ଓଡିଆଙ୍କ ଯତ୍ନ ନେବା ସହିତ ସମସ୍ତଙ୍କ ହୃଦୟ କୁ ଛୁଇଁ ପାରିଲେ ମୁଁ ନିଜକୁ ଧନ୍ୟ ମନେକରିବି ।" ଶ୍ରୀ ତପନ କୁମାର ବେହେରା, Director, STP.
STP - Sivanand's Teachings Point ଦ୍ଵାରା ନିର୍ମିତ ଏହି "STP Seba" ଆପ୍ ରେ ଓଡିଶାବାସୀଙ୍କ କଲ୍ୟାଣ ଉଦ୍ଦେଶ୍ୟରେ ନିମ୍ନଲିଖିତ ସେବାଗୁଡିକ ପ୍ରଦାନ କରାଯାଉଛି :
1. ସମସ୍ତ ଶିକ୍ଷାର୍ଥୀଙ୍କ ପାଇଁ ଶିକ୍ଷା ସମ୍ବନ୍ଧୀୟ ସେବା (ଅଡିଓ-ବହି ଏବଂ ଅନ୍-ଲାଇନ୍ କୋଚିଂ)
2. ଜନସାଧାରଣଙ୍କ ପାଇଁ ନ୍ୟାୟ ସମ୍ବନ୍ଧୀୟ ସେବା
3. ଆଧ୍ୟାତ୍ମିକ ଚେତନା ବିଶିଷ୍ଟ ବ୍ୟକ୍ତିବିଶେଷଙ୍କ ପାଇଁ ଆଧ୍ୟାତ୍ମିକ ସେବା
4. ସମସ୍ତ ଓଡିଶାବାସୀଙ୍କ ଜରୁରୀ ସହାୟତା ପାଇଁ STP Assistant
What's new in the latest Initial Release
Last updated on Nov 17, 2023
Minor bug fixes and improvements. Install or update to the newest version to check it out!
STP-SEBA APK Information
Latest Version
Initial Release
Category
EducationAndroid OS
5.0+
Developer
STP- Sivanand's Teachings PointSafe & Fast APK Downloads on APKPure
APKPure uses signature verification to ensure virus-free STP-SEBA APK downloads for you.

Super Fast and Safe Downloading via APKPure App
One-click to install XAPK/APK files on Android!