ମେଡିକାଲ ଉଇକିପିଡିଆ (ଅଫଲାଇନ)

ମେଡିକାଲ ଉଇକିପିଡିଆ (ଅଫଲାଇନ)

Kiwix Team
Sep 20, 2024
  • 60.6 MB

    Dateigröße

  • Android 7.0+

    Android OS

Über ମେଡିକାଲ ଉଇକିପିଡିଆ (ଅଫଲାଇନ)

ନିଃଶୁଳ୍କ ସ୍ୱାସ୍ଥ୍ୟସେବା ସମ୍ବନ୍ଧୀୟ ବିଷୟମାନ ପ୍ରତ୍ୟେକ ସ୍ଥାନରେ ଅଫଲାଇନରେ ଉପଲବ୍ଧ.

ବର୍ଣ୍ଣନା: ଉଇକିପିଡିଆର ଅଫଲାଇନ ମେଡିକାଲ ଏନସାଇକ୍ଳୋପେଡିଆରେ ସ୍ୱାସ୍ଥ୍ୟସେବା ସମ୍ବନ୍ଧୀୟ ବିଷୟମାନଙ୍କର ବିରାଟ ସଂଗ୍ରହ ଆଣ୍ଡ୍ରଏଡରେ ଉପଲବ୍ଧ. ଏଥିରେ ମେଡିକାଲ, ଶରୀର ଗଠନ (ଆନାଟୋମୀ), ଔଷଧ ଓ ପରିଚ୍ଛନ୍ନତା ସମ୍ପର୍କରେ ଲେଖାମାନ ଅଛି. ଇଣ୍ଟରନେଟ ଉପଲବ୍ଧ ନ ଥିବା ସ୍ଥାନରେ, ଜନମାନବଶୂନ୍ୟ ସ୍ଥାନରେ ବା ଡଙ୍ଗାରେ ଥିଲେ ମଧ୍ୟ ଆପଣ ସର୍ବାଧିକ ମହତ୍ତ୍ଵପୂର୍ଣ୍ଣ ଓ ସର୍ବାଧୁନିକ ଭେଷଜ ଶବ୍ଦକୋଷ ବା ମେଡିକାଲ ଅଭିଧାନ / ଡିକସନାରିରେ ବିନାମୂଲ୍ୟରେ ପ୍ରବେଶ ଅଧିକାର ପାଇପାରିବେ. ଗୋଷ୍ଠୀ ସ୍ୱାସ୍ଥ୍ୟକର୍ମୀ, ଡାକ୍ତର, ଡାକ୍ତରୀ ଛାତ୍ର ଓ ସ୍ୱାସ୍ଥ୍ୟ ସମ୍ବନ୍ଧରେ ରୁଚି ରଖୁଥିବା ଲୋକଙ୍କ ନିମନ୍ତେ ଏହା ଅମୂଲ୍ୟ. ଏହା ଅନ୍ୟାନ୍ୟ ଅନେକ ଭାଷାରେ ମଧ୍ୟ ତିଆରି ହୋଇଛି ତଥା ଚୟନ କରିଥିବା ଓ ବିଷୟଗୁଡ଼ିକର ସଂଖ୍ୟା ଓ ମାନକୁ ଉନ୍ନତ କରିବାକୁ ସର୍ବଦା ଚେଷ୍ଟା ଚାଲିଛି.

ଏହା କେଆଇଡବ୍ଲ୍ୟୁଏକ୍ସ (Kiwix http://www.kiwix.org/) ଦ୍ଵାରା ସଞ୍ଚାଳିତ. (Powered by Kiwix http://www.kiwix.org/)

Mehr anzeigen

What's new in the latest 2023-12

Last updated on Sep 20, 2024
Minor bug fixes and improvements. Install or update to the newest version to check it out!
Mehr anzeigen

Videos und Screenshots

  • ମେଡିକାଲ ଉଇକିପିଡିଆ (ଅଫଲାଇନ) Plakat
  • ମେଡିକାଲ ଉଇକିପିଡିଆ (ଅଫଲାଇନ) Screenshot 1
  • ମେଡିକାଲ ଉଇକିପିଡିଆ (ଅଫଲାଇନ) Screenshot 2
  • ମେଡିକାଲ ଉଇକିପିଡିଆ (ଅଫଲାଇନ) Screenshot 3
  • ମେଡିକାଲ ଉଇକିପିଡିଆ (ଅଫଲାଇନ) Screenshot 4
  • ମେଡିକାଲ ଉଇକିପିଡିଆ (ଅଫଲାଇନ) Screenshot 5
  • ମେଡିକାଲ ଉଇକିପିଡିଆ (ଅଫଲାଇନ) Screenshot 6
  • ମେଡିକାଲ ଉଇକିପିଡିଆ (ଅଫଲାଇନ) Screenshot 7

ମେଡିକାଲ ଉଇକିପିଡିଆ (ଅଫଲାଇନ) APK -Informationen

Letzte Version
2023-12
Kategorie
Medizin
Android OS
Android 7.0+
Dateigröße
60.6 MB
Entwickler
Kiwix Team
Available on
Sichere und schnelle APK-Downloads auf APKPure
Mit APKPure können Sie ମେଡିକାଲ ଉଇକିପିଡିଆ (ଅଫଲାଇନ) APK einfach und sicher mit Signaturüberprüfung herunterladen.
APKPure Zeichen

Superschnelles und sicheres Herunterladen über die APKPure-App

Ein Klick zur Installation von XAPK/APK-Dateien auf Android!

Download APKPure
thank icon
We use cookies and other technologies on this website to enhance your user experience.
By clicking any link on this page you are giving your consent to our Privacy Policy and Cookies Policy.
Learn More about Policies