ମେଡିକାଲ ଉଇକିପିଡିଆ (ଅଫଲାଇନ)

ମେଡିକାଲ ଉଇକିପିଡିଆ (ଅଫଲାଇନ)

Kiwix Team
10/10/2025
  • 60.6 MB

    Tamaño de archivo

  • Android 7.0+

    Android OS

Acerca del ମେଡିକାଲ ଉଇକିପିଡିଆ (ଅଫଲାଇନ)

ନିଃଶୁଳ୍କ ସ୍ୱାସ୍ଥ୍ୟସେବା ସମ୍ବନ୍ଧୀୟ ବିଷୟମାନ ପ୍ରତ୍ୟେକ ସ୍ଥାନରେ ଅଫଲାଇନରେ ଉପଲବ୍ଧ.

ବର୍ଣ୍ଣନା: ଉଇକିପିଡିଆର ଅଫଲାଇନ ମେଡିକାଲ ଏନସାଇକ୍ଳୋପେଡିଆରେ ସ୍ୱାସ୍ଥ୍ୟସେବା ସମ୍ବନ୍ଧୀୟ ବିଷୟମାନଙ୍କର ବିରାଟ ସଂଗ୍ରହ ଆଣ୍ଡ୍ରଏଡରେ ଉପଲବ୍ଧ. ଏଥିରେ ମେଡିକାଲ, ଶରୀର ଗଠନ (ଆନାଟୋମୀ), ଔଷଧ ଓ ପରିଚ୍ଛନ୍ନତା ସମ୍ପର୍କରେ ଲେଖାମାନ ଅଛି. ଇଣ୍ଟରନେଟ ଉପଲବ୍ଧ ନ ଥିବା ସ୍ଥାନରେ, ଜନମାନବଶୂନ୍ୟ ସ୍ଥାନରେ ବା ଡଙ୍ଗାରେ ଥିଲେ ମଧ୍ୟ ଆପଣ ସର୍ବାଧିକ ମହତ୍ତ୍ଵପୂର୍ଣ୍ଣ ଓ ସର୍ବାଧୁନିକ ଭେଷଜ ଶବ୍ଦକୋଷ ବା ମେଡିକାଲ ଅଭିଧାନ / ଡିକସନାରିରେ ବିନାମୂଲ୍ୟରେ ପ୍ରବେଶ ଅଧିକାର ପାଇପାରିବେ. ଗୋଷ୍ଠୀ ସ୍ୱାସ୍ଥ୍ୟକର୍ମୀ, ଡାକ୍ତର, ଡାକ୍ତରୀ ଛାତ୍ର ଓ ସ୍ୱାସ୍ଥ୍ୟ ସମ୍ବନ୍ଧରେ ରୁଚି ରଖୁଥିବା ଲୋକଙ୍କ ନିମନ୍ତେ ଏହା ଅମୂଲ୍ୟ. ଏହା ଅନ୍ୟାନ୍ୟ ଅନେକ ଭାଷାରେ ମଧ୍ୟ ତିଆରି ହୋଇଛି ତଥା ଚୟନ କରିଥିବା ଓ ବିଷୟଗୁଡ଼ିକର ସଂଖ୍ୟା ଓ ମାନକୁ ଉନ୍ନତ କରିବାକୁ ସର୍ବଦା ଚେଷ୍ଟା ଚାଲିଛି.

ଏହା କେଆଇଡବ୍ଲ୍ୟୁଏକ୍ସ (Kiwix http://www.kiwix.org/) ଦ୍ଵାରା ସଞ୍ଚାଳିତ. (Desarrollado por Kiwix http://www.kiwix.org/)

Mostrar más

Novedades más recientes 2023-12

Last updated on 10/10/2025
Minor bug fixes and improvements. Install or update to the newest version to check it out!
Mostrar más

Vídeos y capturas de pantalla

  • ମେଡିକାଲ ଉଇକିପିଡିଆ (ଅଫଲାଇନ) Poster
  • ମେଡିକାଲ ଉଇକିପିଡିଆ (ଅଫଲାଇନ) captura de pantalla 1
  • ମେଡିକାଲ ଉଇକିପିଡିଆ (ଅଫଲାଇନ) captura de pantalla 2
  • ମେଡିକାଲ ଉଇକିପିଡିଆ (ଅଫଲାଇନ) captura de pantalla 3
  • ମେଡିକାଲ ଉଇକିପିଡିଆ (ଅଫଲାଇନ) captura de pantalla 4
  • ମେଡିକାଲ ଉଇକିପିଡିଆ (ଅଫଲାଇନ) captura de pantalla 5
  • ମେଡିକାଲ ଉଇକିପିଡିଆ (ଅଫଲାଇନ) captura de pantalla 6
  • ମେଡିକାଲ ଉଇକିପିଡିଆ (ଅଫଲାଇନ) captura de pantalla 7

Información de ମେଡିକାଲ ଉଇକିପିଡିଆ (ଅଫଲାଇନ) APK

Última Versión
2023-12
Categoría
Medicina
Android OS
Android 7.0+
Tamaño de archivo
60.6 MB
Desarrollador
Kiwix Team
Disponible en
Descargas seguras y rápidas de APK en APKPure
APKPure utiliza verificación de firmas para garantizar descargas de ମେଡିକାଲ ଉଇକିପିଡିଆ (ଅଫଲାଇନ) APK libres de virus para ti.
APKPure icono

Descarga rápida y segura a través de APKPure App

¡Un clic para instalar archivos XAPK/APK en Android!

Descargar APKPure
thank icon
We use cookies and other technologies on this website to enhance your user experience.
By clicking any link on this page you are giving your consent to our Privacy Policy and Cookies Policy.
Learn More about Policies