ମେଡିକାଲ ଉଇକିପିଡିଆ (ଅଫଲାଇନ)
ମେଡିକାଲ ଉଇକିପିଡିଆ (ଅଫଲାଇନ) के बारे में
ନିଃଶୁଳ୍କ ସ୍ୱାସ୍ଥ୍ୟସେବା ସମ୍ବନ୍ଧୀୟ ବିଷୟମାନ ପ୍ରତ୍ୟେକ ସ୍ଥାନରେ ଅଫଲାଇନରେ ଉପଲବ୍ଧ।
ବର୍ଣ୍ଣନା: ଉଇକିପିଡିଆର ଅଫଲାଇନ ମେଡିକାଲ ଏନସାଇକ୍ଳୋପେଡିଆରେ ସ୍ୱାସ୍ଥ୍ୟସେବା ସମ୍ବନ୍ଧୀୟ ବିଷୟମାନଙ୍କର ବିରାଟ ସଂଗ୍ରହ ଆଣ୍ଡ୍ରଏଡରେ ଉପଲବ୍ଧ। ଏଥିରେ ମେଡିକାଲ, ଶରୀର ଗଠନ (ଆନାଟୋମୀ), ଔଷଧ ଓ ପରିଚ୍ଛନ୍ନତା ସମ୍ପର୍କରେ ଲେଖାମାନ ଅଛି। ଇଣ୍ଟରନେଟ ଉପଲବ୍ଧ ନ ଥିବା ସ୍ଥାନରେ, ଜନମାନବଶୂନ୍ୟ ସ୍ଥାନରେ ବା ଡଙ୍ଗାରେ ଥିଲେ ମଧ୍ୟ ଆପଣ ସର୍ବାଧିକ ମହତ୍ତ୍ଵପୂର୍ଣ୍ଣ ଓ ସର୍ବାଧୁନିକ ଭେଷଜ ଶବ୍ଦକୋଷ ବା ମେଡିକାଲ ଅଭିଧାନ / ଡିକସନାରିରେ ବିନାମୂଲ୍ୟରେ ପ୍ରବେଶ ଅଧିକାର ପାଇପାରିବେ। ଗୋଷ୍ଠୀ ସ୍ୱାସ୍ଥ୍ୟକର୍ମୀ, ଡାକ୍ତର, ଡାକ୍ତରୀ ଛାତ୍ର ଓ ସ୍ୱାସ୍ଥ୍ୟ ସମ୍ବନ୍ଧରେ ରୁଚି ରଖୁଥିବା ଲୋକଙ୍କ ନିମନ୍ତେ ଏହା ଅମୂଲ୍ୟ। ଏହା ଅନ୍ୟାନ୍ୟ ଅନେକ ଭାଷାରେ ମଧ୍ୟ ତିଆରି ହୋଇଛି ତଥା ଚୟନ କରିଥିବା ଓ ବିଷୟଗୁଡ଼ିକର ସଂଖ୍ୟା ଓ ମାନକୁ ଉନ୍ନତ କରିବାକୁ ସର୍ବଦା ଚେଷ୍ଟା ଚାଲିଛି।
ଏହା କେଆଇଡବ୍ଲ୍ୟୁଏକ୍ସ (Kiwix http://www.kiwix.org/) ଦ୍ଵାରା ସଞ୍ଚାଳିତ। (Kiwix http://www.kiwix.org/ द्वारा संचालित)
What's new in the latest 2023-12
ମେଡିକାଲ ଉଇକିପିଡିଆ (ଅଫଲାଇନ) APK जानकारी
ମେଡିକାଲ ଉଇକିପିଡିଆ (ଅଫଲାଇନ) के पुराने संस्करण
ମେଡିକାଲ ଉଇକିପିଡିଆ (ଅଫଲାଇନ) 2023-12
ମେଡିକାଲ ଉଇକିପିଡିଆ (ଅଫଲାଇନ) 2020-01
ମେଡିକାଲ ଉଇକିପିଡିଆ (ଅଫଲାଇନ) 2018-09
ମେଡିକାଲ ଉଇକିପିଡିଆ (ଅଫଲାଇନ) 2016-10
APKPure ऐप के माध्यम से सुपर तेज़ और सुरक्षित डाउनलोडिंग
एंड्रॉइड पर XAPK/APK फ़ाइलें इंस्टॉल करने के लिए एक-क्लिक करें!