ମେଡିକାଲ ଉଇକିପିଡିଆ (ଅଫଲାଇନ)

ମେଡିକାଲ ଉଇକିପିଡିଆ (ଅଫଲାଇନ)

Kiwix Team
Mar 31, 2025
  • 60.6 MB

    File Size

  • Android 7.0+

    Android OS

About ମେଡିକାଲ ଉଇକିପିଡିଆ (ଅଫଲାଇନ)

ନିଃଶୁଳ୍କ ସ୍ୱାସ୍ଥ୍ୟସେବା ସମ୍ବନ୍ଧୀୟ ବିଷୟମାନ ପ୍ରତ୍ୟେକ ସ୍ଥାନରେ ଅଫଲାଇନରେ ଉପଲବ୍ଧ ।

ବର୍ଣ୍ଣନା: ଉଇକିପିଡିଆର ଅଫଲାଇନ ମେଡିକାଲ ଏନସାଇକ୍ଳୋପେଡିଆରେ ସ୍ୱାସ୍ଥ୍ୟସେବା ସମ୍ବନ୍ଧୀୟ ବିଷୟମାନଙ୍କର ବିରାଟ ସଂଗ୍ରହ ଆଣ୍ଡ୍ରଏଡରେ ଉପଲବ୍ଧ । ଏଥିରେ ମେଡିକାଲ, ଶରୀର ଗଠନ (ଆନାଟୋମୀ), ଔଷଧ ଓ ପରିଚ୍ଛନ୍ନତା ସମ୍ପର୍କରେ ଲେଖାମାନ ଅଛି । ଇଣ୍ଟରନେଟ ଉପଲବ୍ଧ ନ ଥିବା ସ୍ଥାନରେ, ଜନମାନବଶୂନ୍ୟ ସ୍ଥାନରେ ବା ଡଙ୍ଗାରେ ଥିଲେ ମଧ୍ୟ ଆପଣ ସର୍ବାଧିକ ମହତ୍ତ୍ଵପୂର୍ଣ୍ଣ ଓ ସର୍ବାଧୁନିକ ଭେଷଜ ଶବ୍ଦକୋଷ ବା ମେଡିକାଲ ଅଭିଧାନ/ ଡିକସନାରିରେ ବିନାମୂଲ୍ୟରେ ପ୍ରବେଶ ଅଧିକାର ପାଇପାରିବେ । ଗୋଷ୍ଠୀ ସ୍ୱାସ୍ଥ୍ୟକର୍ମୀ, ଡାକ୍ତର, ଡାକ୍ତରୀ ଛାତ୍ର ଓ ସ୍ୱାସ୍ଥ୍ୟ ସମ୍ବନ୍ଧରେ ରୁଚି ରଖୁଥିବା ଲୋକଙ୍କ ନିମନ୍ତେ ଏହା ଅମୂଲ୍ୟ । ଏହା ଅନ୍ୟାନ୍ୟ ଅନେକ ଭାଷାରେ ମଧ୍ୟ ତିଆରି ହୋଇଛି ତଥା ଚୟନ କରିଥିବା ଓ ବିଷୟଗୁଡ଼ିକର ସଂଖ୍ୟା ଓ ମାନକୁ ଉନ୍ନତ କରିବାକୁ ସର୍ବଦା ଚେଷ୍ଟା ଚାଲିଛି ।

ଏହା କେଆଇଡବ୍ଲ୍ୟୁଏକ୍ସ (Kiwix http://www.kiwix.org/) ଦ୍ଵାରା ସଞ୍ଚାଳିତ । (Powered by Kiwix http://www.kiwix.org/)

Show More

What's new in the latest 2023-12

Last updated on Mar 31, 2025
Minor bug fixes and improvements. Install or update to the newest version to check it out!
Show More

Videos and Screenshots

  • ମେଡିକାଲ ଉଇକିପିଡିଆ (ଅଫଲାଇନ) poster
  • ମେଡିକାଲ ଉଇକିପିଡିଆ (ଅଫଲାଇନ) screenshot 1
  • ମେଡିକାଲ ଉଇକିପିଡିଆ (ଅଫଲାଇନ) screenshot 2
  • ମେଡିକାଲ ଉଇକିପିଡିଆ (ଅଫଲାଇନ) screenshot 3
  • ମେଡିକାଲ ଉଇକିପିଡିଆ (ଅଫଲାଇନ) screenshot 4
  • ମେଡିକାଲ ଉଇକିପିଡିଆ (ଅଫଲାଇନ) screenshot 5
  • ମେଡିକାଲ ଉଇକିପିଡିଆ (ଅଫଲାଇନ) screenshot 6
  • ମେଡିକାଲ ଉଇକିପିଡିଆ (ଅଫଲାଇନ) screenshot 7

ମେଡିକାଲ ଉଇକିପିଡିଆ (ଅଫଲାଇନ) APK Information

Latest Version
2023-12
Category
Medical
Android OS
Android 7.0+
File Size
60.6 MB
Developer
Kiwix Team
Available on
Safe & Fast APK Downloads on APKPure
APKPure uses signature verification to ensure virus-free ମେଡିକାଲ ଉଇକିପିଡିଆ (ଅଫଲାଇନ) APK downloads for you.
APKPure icon

Super Fast and Safe Downloading via APKPure App

One-click to install XAPK/APK files on Android!

Download APKPure
thank icon
We use cookies and other technologies on this website to enhance your user experience.
By clicking any link on this page you are giving your consent to our Privacy Policy and Cookies Policy.
Learn More about Policies