ମେଡିକାଲ ଉଇକିପିଡିଆ (ଅଫଲାଇନ)
ମେଡିକାଲ ଉଇକିପିଡିଆ (ଅଫଲାଇନ) 정보
ନିଃଶୁଳ୍କ ସ୍ୱାସ୍ଥ୍ୟସେବା ସମ୍ବନ୍ଧୀୟ ବିଷୟମାନ ପ୍ରତ୍ୟେକ ସ୍ଥାନରେ ଅଫଲାଇନରେ ଉପଲବ୍ଧ.
ବର୍ଣ୍ଣନା : ଉଇକିପିଡିଆର ଅଫଲାଇନ ମେଡିକାଲ ଏନସାଇକ୍ଳୋପେଡିଆରେ ସ୍ୱାସ୍ଥ୍ୟସେବା ସମ୍ବନ୍ଧୀୟ ବିଷୟମାନଙ୍କର ବିରାଟ ସଂଗ୍ରହ ଆଣ୍ଡ୍ରଏଡରେ ଉପଲବ୍ଧ. ଏଥିରେ ମେଡିକାଲ, ଶରୀର ଗଠନ (ଆନାଟୋମୀ), ଔଷଧ ଓ ପରିଚ୍ଛନ୍ନତା ସମ୍ପର୍କରେ ଲେଖାମାନ ଅଛି. ଇଣ୍ଟରନେଟ ଉପଲବ୍ଧ ନ ଥିବା ସ୍ଥାନରେ, ଜନମାନବଶୂନ୍ୟ ସ୍ଥାନରେ ବା ଡଙ୍ଗାରେ ଥିଲେ ମଧ୍ୟ ଆପଣ ସର୍ବାଧିକ ମହତ୍ତ୍ଵପୂର୍ଣ୍ଣ ଓ ସର୍ବାଧୁନିକ ଭେଷଜ ଶବ୍ଦକୋଷ ବା ମେଡିକାଲ ଅଭିଧାନ / ଡିକସନାରିରେ ବିନାମୂଲ୍ୟରେ ପ୍ରବେଶ ଅଧିକାର ପାଇପାରିବେ. ଗୋଷ୍ଠୀ ସ୍ୱାସ୍ଥ୍ୟକର୍ମୀ, ଡାକ୍ତର, ଡାକ୍ତରୀ ଛାତ୍ର ଓ ସ୍ୱାସ୍ଥ୍ୟ ସମ୍ବନ୍ଧରେ ରୁଚି ରଖୁଥିବା ଲୋକଙ୍କ ନିମନ୍ତେ ଏହା ଅମୂଲ୍ୟ. ଏହା ଅନ୍ୟାନ୍ୟ ଅନେକ ଭାଷାରେ ମଧ୍ୟ ତିଆରି ହୋଇଛି ତଥା ଚୟନ କରିଥିବା ଓ ବିଷୟଗୁଡ଼ିକର ସଂଖ୍ୟା ଓ ମାନକୁ ଉନ୍ନତ କରିବାକୁ ସର୍ବଦା ଚେଷ୍ଟା ଚାଲିଛି.
ଏହା କେଆଇଡବ୍ଲ୍ୟୁଏକ୍ସ (키 윅스 http://www.kiwix.org/) ଦ୍ଵାରା ସଞ୍ଚାଳିତ. (키 윅스의 http://www.kiwix.org/에 의해 구동)
What's new in the latest 2023-12
ମେଡିକାଲ ଉଇକିପିଡିଆ (ଅଫଲାଇନ) apk 정보
ମେଡିକାଲ ଉଇକିପିଡିଆ (ଅଫଲାଇନ)의 오래된 버전
ମେଡିକାଲ ଉଇକିପିଡିଆ (ଅଫଲାଇନ) 2023-12
ମେଡିକାଲ ଉଇକିପିଡିଆ (ଅଫଲାଇନ) 2020-01
ମେଡିକାଲ ଉଇକିପିଡିଆ (ଅଫଲାଇନ) 2018-09
ମେଡିକାଲ ଉଇକିପିଡିଆ (ଅଫଲାଇନ) 2016-10
APKPure 앱을통한매우빠르고안전한다운로드
한번의클릭으로 Android에 XAPK/APK 파일을설치할수있습니다!