ମେଡିକାଲ ଉଇକିପିଡିଆ (ଅଫଲାଇନ)

ମେଡିକାଲ ଉଇକିପିଡିଆ (ଅଫଲାଇନ)

Kiwix Team
20/09/2024
  • 60.6 MB

    Размер файла

  • Android 7.0+

    Android OS

Oписание ମେଡିକାଲ ଉଇକିପିଡିଆ (ଅଫଲାଇନ)

ନିଃଶୁଳ୍କ ସ୍ୱାସ୍ଥ୍ୟସେବା ସମ୍ବନ୍ଧୀୟ ବିଷୟମାନ ପ୍ରତ୍ୟେକ ସ୍ଥାନରେ ଅଫଲାଇନରେ ଉପଲବ୍ଧ.

ବର୍ଣ୍ଣନା: ଉଇକିପିଡିଆର ଅଫଲାଇନ ମେଡିକାଲ ଏନସାଇକ୍ଳୋପେଡିଆରେ ସ୍ୱାସ୍ଥ୍ୟସେବା ସମ୍ବନ୍ଧୀୟ ବିଷୟମାନଙ୍କର ବିରାଟ ସଂଗ୍ରହ ଆଣ୍ଡ୍ରଏଡରେ ଉପଲବ୍ଧ. ଏଥିରେ ମେଡିକାଲ, ଶରୀର ଗଠନ (ଆନାଟୋମୀ), ଔଷଧ ଓ ପରିଚ୍ଛନ୍ନତା ସମ୍ପର୍କରେ ଲେଖାମାନ ଅଛି. ଇଣ୍ଟରନେଟ ଉପଲବ୍ଧ ନ ଥିବା ସ୍ଥାନରେ, ଜନମାନବଶୂନ୍ୟ ସ୍ଥାନରେ ବା ଡଙ୍ଗାରେ ଥିଲେ ମଧ୍ୟ ଆପଣ ସର୍ବାଧିକ ମହତ୍ତ୍ଵପୂର୍ଣ୍ଣ ଓ ସର୍ବାଧୁନିକ ଭେଷଜ ଶବ୍ଦକୋଷ ବା ମେଡିକାଲ ଅଭିଧାନ / ଡିକସନାରିରେ ବିନାମୂଲ୍ୟରେ ପ୍ରବେଶ ଅଧିକାର ପାଇପାରିବେ. ଗୋଷ୍ଠୀ ସ୍ୱାସ୍ଥ୍ୟକର୍ମୀ, ଡାକ୍ତର, ଡାକ୍ତରୀ ଛାତ୍ର ଓ ସ୍ୱାସ୍ଥ୍ୟ ସମ୍ବନ୍ଧରେ ରୁଚି ରଖୁଥିବା ଲୋକଙ୍କ ନିମନ୍ତେ ଏହା ଅମୂଲ୍ୟ. ଏହା ଅନ୍ୟାନ୍ୟ ଅନେକ ଭାଷାରେ ମଧ୍ୟ ତିଆରି ହୋଇଛି ତଥା ଚୟନ କରିଥିବା ଓ ବିଷୟଗୁଡ଼ିକର ସଂଖ୍ୟା ଓ ମାନକୁ ଉନ୍ନତ କରିବାକୁ ସର୍ବଦା ଚେଷ୍ଟା ଚାଲିଛି.

ଏହା କେଆଇଡବ୍ଲ୍ୟୁଏକ୍ସ (Kiwix http://www.kiwix.org/) ଦ୍ଵାରା ସଞ୍ଚାଳିତ. (Работает на Kiwix http://www.kiwix.org/~~pobj)

Ещё

Что нового в последней версии 2023-12

Last updated on 20/09/2024
Minor bug fixes and improvements. Install or update to the newest version to check it out!
Ещё

Видео и Скриншоты

  • ମେଡିକାଲ ଉଇକିପିଡିଆ (ଅଫଲାଇନ) постер
  • ମେଡିକାଲ ଉଇକିପିଡିଆ (ଅଫଲାଇନ) скриншот 1
  • ମେଡିକାଲ ଉଇକିପିଡିଆ (ଅଫଲାଇନ) скриншот 2
  • ମେଡିକାଲ ଉଇକିପିଡିଆ (ଅଫଲାଇନ) скриншот 3
  • ମେଡିକାଲ ଉଇକିପିଡିଆ (ଅଫଲାଇନ) скриншот 4
  • ମେଡିକାଲ ଉଇକିପିଡିଆ (ଅଫଲାଇନ) скриншот 5
  • ମେଡିକାଲ ଉଇକିପିଡିଆ (ଅଫଲାଇନ) скриншот 6
  • ମେଡିକାଲ ଉଇକିପିଡିଆ (ଅଫଲାଇନ) скриншот 7

Информация ମେଡିକାଲ ଉଇକିପିଡିଆ (ଅଫଲାଇନ) APK

Последняя Версия
2023-12
Категория
Медицина
Android OS
Android 7.0+
Размер файла
60.6 MB
Разработчик
Kiwix Team
Available on
Безопасная и Быстрая Загрузка APK на APKPure
APKPure позволяет легко и безопасно загружать ମେଡିକାଲ ଉଇକିପିଡିଆ (ଅଫଲାଇନ) APK с проверкой подписи.
APKPure иконка

Супер Быстрая и Безопасная Загрузка через Приложение APKPure

Один клик для установки XAPK/APK файлов на Android!

Скачать APKPure
thank icon
We use cookies and other technologies on this website to enhance your user experience.
By clicking any link on this page you are giving your consent to our Privacy Policy and Cookies Policy.
Learn More about Policies